ଚକ୍ରଧରପୁରରେ ପଣ୍ଡିତ ଜିତୁ ଦାଶଙ୍କୁ ବିପୁଳ ସମ୍ଭର୍ଦ୍ଧନା
ଚକ୍ରଧରପୁରରେ ପଣ୍ଡିତ ଜିତୁ ଦାଶଙ୍କୁ ବିପୁଳ ସମ୍ଭର୍ଦ୍ଧନା (ଫଟୋ) ଘ ଟ ଗାଁ ୧ ନଭେମ୍ବର( ହିଁ ସ)କାଲି ଠାରୁ ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଚକ୍ରଧରପୁର ପୋଡ଼ାହାଟ ଷ୍ଟାଡିୟମରେ ଭାଗବତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସେଠାରେ ବାସ କରୁଥିବା ଓଡ଼ିଆଙ୍
ଚକ୍ରଧରପୁରରେ ପଣ୍ଡିତ ଜିତୁ ଦାଶଙ୍କୁ ବିପୁଳ ସମ୍ଭର୍ଦ୍ଧନା


ଚକ୍ରଧରପୁରରେ ପଣ୍ଡିତ ଜିତୁ ଦାଶଙ୍କୁ ବିପୁଳ ସମ୍ଭର୍ଦ୍ଧନା (ଫଟୋ)

ଘ ଟ ଗାଁ ୧ ନଭେମ୍ବର( ହିଁ ସ)କାଲି ଠାରୁ ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଚକ୍ରଧରପୁର ପୋଡ଼ାହାଟ ଷ୍ଟାଡିୟମରେ ଭାଗବତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସେଠାରେ ବାସ କରୁଥିବା ଓଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଘସିପୁରାର ପଣ୍ଡିତ ଜିତୁ ଦାଶ ଯୋଗଦେଇ ଓଡ଼ିଆ ଭାଗବତ ଉପରେ ପ୍ରବଚନ ପ୍ରଦାନ କରୁଛନ୍ତି l ଓଡ଼ିଆ ଭାଗବତ ସମାଜ ପକ୍ଷରୁ ପଣ୍ଡିତ ଶ୍ରୀ ଦାଶଙ୍କୁ ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇ ବିଶାଳ ଶୋଭାଯାତ୍ରାରେ ମଞ୍ଚକୁ ନିଆଯାଇଥିଲା

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande