ଖଣି ବିଭାଗର ଚଢାଉ, ବାଲି ହାଇୱା ଜବତ
କୋରେଇ, ୦୧ ନଭେମ୍ବର (ହି.ସ.) - ଯାଜପୁର ଖଣି ବିଭାଗ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଡାଉ କରାଯାଇଛି । ପାଣିକୋଇଲି ଥାନା ଅନ୍ତର୍ଗତ ରୁଢିଆ ଠାରେ ଏକ ବାଲି ହାଇୱାକୁ ଯାଂଚ କରାଯିବାରୁ ତା ନିକଟରୁ ଖଣି ବିଭାଗ କୌଣସି କାଗଜପତ୍ର ପାଇନଥିଲା । ପରେ ଉକ୍ତ ହାଇୱାଟକିୁ ଜବତ କରି ପାଣିକୋଇଲି ପୁଲିସକୁ ହ
ଖଣି ବିଭାଗର ଚଢାଉ, ବାଲି ହାଇୱା ଜବତ


କୋରେଇ, ୦୧ ନଭେମ୍ବର (ହି.ସ.) - ଯାଜପୁର ଖଣି ବିଭାଗ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଡାଉ କରାଯାଇଛି । ପାଣିକୋଇଲି ଥାନା ଅନ୍ତର୍ଗତ ରୁଢିଆ ଠାରେ ଏକ ବାଲି ହାଇୱାକୁ ଯାଂଚ କରାଯିବାରୁ ତା ନିକଟରୁ ଖଣି ବିଭାଗ କୌଣସି କାଗଜପତ୍ର ପାଇନଥିଲା । ପରେ ଉକ୍ତ ହାଇୱାଟକିୁ ଜବତ କରି ପାଣିକୋଇଲି ପୁଲିସକୁ ହସ୍ତାନ୍ତର କରିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande