କୋମନା କୁରୁମପରୀ ପଞ୍ଚାୟତରେ ମନ୍ତ୍ରୀ ରବି ନାଏକଙ୍କ ନିର୍ବାଚନୀ ପ୍ରଚାର

ସମ୍ବଲପୁର/ନୂଆପଡ଼ା, ୧ ନଭେମ୍ବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ପ୍ରଚାର ପ୍ରସାର ଜୋର୍ ଧରିବାକୁ ଲାଗିଲାଣି । ଜିଲ୍ଳା ମୁଖ୍ୟାଳୟରୁ ମଣ୍ଡଳ, ବୁଥ ଦେଇ ଲୋକଙ୍କ ଘର ପର୍ଯ୍ୟନ୍ତ ପହଞ୍ଚୁଛନ୍ତି ବିଜେପି ପ୍ରଚାରକ । ଆଜି ଏହି ଉଦ୍ଦେଶ୍ୟରେ କୋମନା ବ୍ଲକ କୁରୁମପରୀ ପଞ୍ଚାୟତ ଦଲଦଲି ଗ୍ରାମରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ନୂଆପଡାର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜୟଯୁକ୍ତ କରାନ୍ତୁ ବୋଲି କହି ଭୋଟ ଭିକ୍ଷା କରିଛନ୍ତି ।

ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ, ଗୌରୀ ଶଙ୍କର ମାଝୀ ଏବଂ ଅଖିଳ ଚନ୍ଦ୍ର ନାଏକଙ୍କ ସମେତ ସ୍ଥାନୀୟ ବିଜେପି ନେତୃବୃନ୍ଦ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande