ରାଷ୍ଟ୍ରପତିଙ୍କ ତିନି ଦିନିଆ ଉତରାଖଂଡ ଗସ୍ତ ରବିବାର ଠାରୁ
ନୂଆଦିଲ୍ଲୀ, 01 ନଭେମ୍ବର (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଦିନ ତିନି ଦିନିଆ ଉତରାଖଂଡ ଗସ୍ତରେ ଯିବେ । ସେ ରବିବାର ଦିନ ହରିଦ୍ୱାରରେ ପତଂଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ---------------
ରାଷ୍ଟ୍ରପତିଙ୍କ ତିନି ଦିନିଆ     ଉତରାଖଂଡ ଗସ୍ତ ରବିବାର ଠାରୁ


ନୂଆଦିଲ୍ଲୀ, 01 ନଭେମ୍ବର (ହି.ସ.) ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ରବିବାର ଦିନ ତିନି ଦିନିଆ

ଉତରାଖଂଡ ଗସ୍ତରେ ଯିବେ ।

ସେ ରବିବାର ଦିନ ହରିଦ୍ୱାରରେ

ପତଂଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande