ରକ୍ତାକ୍ତ ଦନ୍ତା ହାତୀର ମୃତ ଦେହ ଠାବ
ଗଞାମ, 1 ନଭେମ୍ବର (ହି.ସ.) ରକ୍ତାକ୍ତ ଦନ୍ତାହାତୀର ମୃତ ଦେହ ଠାବ ଗଞାମ ତା1ନଭେମ୍ବର(ହିସ)= ମୁଜାଗଡ ବନଖଣ୍ଡ ବଣିଆପାଲିବନାଂଚଳରେ ଗୋଟିଏ ଦନ୍ତାହାତିର ରକ୍ତାକ୍ତମୃତଦେହ ଠାବ ହୋଇଛି। ଶୀକାରୀମାନେ ହାତୀଟିକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର
ରକ୍ତାକ୍ତ ଦନ୍ତା ହାତୀର ମୃତ ଦେହ ଠାବ


ଗଞାମ, 1 ନଭେମ୍ବର (ହି.ସ.)

ରକ୍ତାକ୍ତ ଦନ୍ତାହାତୀର ମୃତ ଦେହ ଠାବ ଗଞାମ ତା1ନଭେମ୍ବର(ହିସ)= ମୁଜାଗଡ ବନଖଣ୍ଡ ବଣିଆପାଲିବନାଂଚଳରେ ଗୋଟିଏ ଦନ୍ତାହାତିର ରକ୍ତାକ୍ତମୃତଦେହ ଠାବ ହୋଇଛି। ଶୀକାରୀମାନେ ହାତୀଟିକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବରପାଇ ଜଂଗଲ ବିଭାଗ କର୍ମକର୍ତ୍ତା ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ରଅନୁଧ୍ଧାନ କରୁଛନ୍ତି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande