ଆସନ୍ତା କାଲି ହେବ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, କେନ୍ଦୁଝର ଜୋନ ଯୁବ ସମ୍ମିଳନୀ
କେନ୍ଦୁଝର, ୧ ନଭେମ୍ବର (ହି.ସ.)- ଆସନ୍ତା କାଲି ୦୨.୧୧.୨୦୨୫ ରିଖ ରବିବାର ସକାଳ ୯.୩୦ ଘଟିକାରେ ଜିଲ୍ଲା ପ୍ରେକ୍ଷାଳୟ (ଅଡିଟୋରିୟମ), କେନ୍ଦୁଝର ଠାରେ ଏକ ଭବ୍ୟ ଯୁବ ସମ୍ମିଳନୀର ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟ ଅତିଥ୍ ଭାବେ ଉମା ଶଙ୍କର ଦଳାଇ, ଉପ ଜିଲ୍ଲାପାଳ, କେନ୍ଦୁଝର ମୁଖ୍ୟ ବକ୍ତା ଭାବେ ଆଦ
ଆସନ୍ତା କାଲି ହେବ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, କେନ୍ଦୁଝର ଜୋନ ଯୁବ ସମ୍ମିଳନୀ


କେନ୍ଦୁଝର, ୧ ନଭେମ୍ବର (ହି.ସ.)- ଆସନ୍ତା କାଲି ୦୨.୧୧.୨୦୨୫ ରିଖ ରବିବାର ସକାଳ ୯.୩୦ ଘଟିକାରେ ଜିଲ୍ଲା ପ୍ରେକ୍ଷାଳୟ (ଅଡିଟୋରିୟମ), କେନ୍ଦୁଝର ଠାରେ ଏକ ଭବ୍ୟ ଯୁବ ସମ୍ମିଳନୀର ଆୟୋଜନ କରାଯାଉଛି ।

ଏଥିରେ ମୁଖ୍ୟ ଅତିଥ୍ ଭାବେ ଉମା ଶଙ୍କର ଦଳାଇ, ଉପ ଜିଲ୍ଲାପାଳ, କେନ୍ଦୁଝର ମୁଖ୍ୟ ବକ୍ତା ଭାବେ ଆଦରଣୀୟ ତନ୍ମୟ କୁମାର ମହାପାତ୍ର, ଓଡ଼ିଶା ପୂର୍ବ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଉପସ୍ଥିତ ଯୁବ ବର୍ଗଙ୍କୁ ମାର୍ଗ ଦର୍ଶନ କରିବେ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande