
ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- ମଦନ ମୋହନ ମାଲବୀୟଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ
ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ ଓ ସମାଜ ସଂସ୍କାରକ ତଥା କାଶୀ ହିନ୍ଦୁ
ବିଶ୍ୱବିଦ୍ୟାଳୟର ସଂସ୍ଥାପକ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଶ୍ରାଦ୍ଧ ବାର୍ଷିକୀରେ
ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କ ଦୃଷ୍ଟିଭଙ୍ଗୀ, ଆଦର୍ଶ ଓ ଦେଶସେବା
ପ୍ରତି ନିଷ୍ଠା ସଦା ଦେଶବାସୀଙ୍କୁ ପ୍ରେରିତ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା