ପବିତ୍ର ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- ପବିତ୍ର ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର ପ୍ରଥମାଷ୍ଟମୀ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବ
ପବିତ୍ର ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- ପବିତ୍ର ପ୍ରଥମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ

ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର

ପ୍ରଥମାଷ୍ଟମୀ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବାର

ଆମର ଏହି ପରମ୍ପରା ସବୁଠୁ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ମଙ୍ଗଳ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande