
ଥିମ୍ଫୁ, 12 ନଭେମ୍ବର (ହି.ସ.)-ଭାରତର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଭୁଟାନକୁ ରାଜକୀୟ ଯାତ୍ରା ଆଜି ବିଶ୍ୱଶାନ୍ତି
ପ୍ରାର୍ଥନା ଉତ୍ସବ ସହିତ ସମାପ୍ତ ହେବ। ପ୍ରଧାନମନ୍ତ୍ରୀ ୧୧ ନଭେମ୍ବରରେ ଏଠାରେ ଏକ
କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ‘ଏକ୍ସ’ରେ କହିଥିଲେ — “ଭାରତରୁ
ଆଣାଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷଗୁଡ଼ିକୁ ଭୁଟାନରେ ଯେଭଳି ଶ୍ରଦ୍ଧା ସହିତ ଗ୍ରହଣ
କରାଗଲା, ସେଥିପାଇଁ ମୁଁ ଅତ୍ୟନ୍ତ ଅଭିଭୂତ। ଏହା ଆମ ମଧ୍ୟରେ ଥିବା ଅତୁଟ
ଆଧ୍ୟାତ୍ମିକ ସମ୍ପର୍କକୁ ପ୍ରକାଶ କରେ। ଏହା ଭଗବାନ ବୁଦ୍ଧଙ୍କ ଶାନ୍ତି ଓ ସଦ୍ଭାବର ବାର୍ତ୍ତାରେ
ନିହିତ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା