ଘାସିରାମ ମାଝୀଙ୍କ କ୍ଷୋଭ- ଭୋଟର ଟଙ୍କାରେ କିଣି ହୋଇଗଲେ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.) - ନୂଆପଡା ଉପନିର୍ବାଚନ ଜନାଦେଶକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଘାସିରାମ ମାଝୀ । ସେ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସ
ଘାସିରାମ ମାଝୀଙ୍କ କ୍ଷୋଭ- ଭୋଟର ଟଙ୍କାରେ କିଣି     ହୋଇଗଲେ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)

- ନୂଆପଡା ଉପନିର୍ବାଚନ ଜନାଦେଶକୁ ନେଇ

କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଘାସିରାମ ମାଝୀ । ସେ କହିଛନ୍ତି ଯେ, ନୂଆପଡ଼ା

ଉପନିର୍ବାଚନରେ ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ

ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି

। ଆବ୍ରାହମ୍‌ ଲିଙ୍କନ ୯ ଥର ହାରିଥିଲେ, ମୁଁ ୬ ଥର ହାରିଛି

। ଆଉ ୩ ଥର ନିର୍ବାଚନ ଲଢ଼ିବି ବୋଲି ଘାସିରାମ ମାଝୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande