ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବା ପାଇଁ ନବୀନଙ୍କ ଆହ୍ୱାନ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବା ପାଇଁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଡାଏବେଟିସ୍‌ ଆଜିର ସମୟର ଗଭୀର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ, ଯାହା ସାରା ପ
ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବା ପାଇଁ ନବୀନଙ୍କ ଆହ୍ୱାନ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ

ଦିବସରେ ସଚେତନତା ସୃଷ୍ଟି

କରିବା ପାଇଁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ

କହିଛନ୍ତି ଯେ, ଡାଏବେଟିସ୍‌ ଆଜିର ସମୟର ଗଭୀର

ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ, ଯାହା ସାରା ପୃଥିବୀରେ ଲକ୍ଷାଧିକ ଲୋକଙ୍କୁ ପ୍ରଭାବିତ କରୁଛି।

ୱାର୍ଲ୍ଡ ଡାଏବେଟିସ୍‌ ଦିନରେ ଆସନ୍ତୁ, ଏହି ରୋଗ

ସମ୍ପର୍କରେ ସଚେତନତା ପ୍ରସାର କରିବା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ

ପ୍ରତିବଦ୍ଧ ହେଉ, ଯେପରି କି ଡାଏବେଟିସ୍‌ ରୋଗୀମାନେ ସୁସ୍ଥ ଜୀବନ ବଂଚନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande