ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବାକୁ ପ୍ରଭାତି ପରିଡାଙ୍କ ଆହ୍ୱାନ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବାକୁ ପ୍ରଭାତି ପରିଡା ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇ ମଧୁମେ
ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବାକୁ     ପ୍ରଭାତି ପରିଡାଙ୍କ ଆହ୍ୱାନ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ ଦିବସରେ ସଚେତନତା ସୃଷ୍ଟି କରିବାକୁ

ପ୍ରଭାତି ପରିଡା ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ସୁସ୍ଥ

ଜୀବନଶୈଳୀ ଆପଣାଇ ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ ।

ବିଶ୍ୱ ମଧୁମେହ ଦିବସ ଅବସରରେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଏବଂ

ସୁସ୍ଥ ସମାଜ ନିର୍ମାଣରେ ଭାଗୀଦାର ହେବା ପାଇଁ ସଂକଳ୍ପ ନେବା ଆବଶ୍ୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande