ନୂଆଦିଲ୍ଲୀ, 02 ନଭେମ୍ବର (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଦିନ ତିନି ଦିନିଆ ଉତରାଖଂଡ ଗସ୍ତରେ ଯିବେ ।
ସେ ରବିବାର ଦିନ ହରିଦ୍ୱାରରେ ପତଂଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
02 Nov 2025
ପିଥୌରାଗଢ଼, ୦୨ ନଭେମ୍ବର(ହି.ସ.) – ରାଜ୍ୟ ସ୍ଥାପନାର ୨୫ ବର୍ଷ ପୂର୍ଣ୍ଣ ହେବା ଅବସରରେ ଆଦି କୈଳାସରେ ଉତରାଖଣ୍ଡର ପ୍ରଥମ ହାଇ ଏଲ୍ଟିଚ୍ୟୁଟ୍ ଅଲ୍ଟ୍ରା ରନ୍ ମାରାଥନ୍ର ଐତିହାସିକ ଆୟୋଜନ କରାଯାଇଛି। ଏହି ଆୟୋଜନ ଉତରାଖଣ୍ଡର ଐତିହାସିକ ଉପଲବ୍ôଧ ରୂପେ ଦର୍ଜ ହୋଇଛି। ଏହା ୬୦ କିଲୋମିଟର ଲମ୍ବା ଅଲ୍ଟ୍ରା..
ଜଗଦଲପୁର, ୦୨ ନଭେମ୍ବର(ହି.ସ.) – ଛତିଶଗଡ଼ରେ ସକ୍ରିୟ ଏବଂ ମହାରାଷ୍ଟ୍ରର ଗଢ଼ଚିରୌଲିରେ ଆତ୍ମସମର୍ପଣ କରିଥିବା ଦେଢ଼କୋଟି ଟଙ୍କାର ମୁଣ୍ଡ ଜାମିନ୍ ନକ୍ସଲ ମୋଜୁଲ୍ଲା ବେଣୁଗୋପାଳ ରାଓ ଓରଫ ଭୂପତି ନିଜର ସାଥିମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି। ସେ ଏକ ଭିଡିଓ ବାର୍ତାରେ ନିଜର ଏବଂ ନିଜର ସାଥୀର..
ନୱାଦା, ୦୨ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯଦି ବିହାରରେ ପୁଣିଥିରେ ଏନ୍ଡିଏ ସରକାର ହେବ ତେବେ ଏକକୋଟି ଯୁବକଙ୍କୁ ରୋଜଗାର ମିଳିବ। ଉଦ୍ୟୋଗ ଧନ୍ଦାର ଜାଲ ବିଛାଯିବ। ସେ ରବିବାର ଦିନ ନୱାର କୁନ୍ତି ନଗରର ପଡ଼ିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ପ୍ରଧା..
ହରିଦ୍ୱାର, ୦୨ ନଭେମ୍ବର (ହି.ସ.) – ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ବିଜେତା ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୪୫୪ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେମାନ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha