
ଭୁବନେଶ୍ୱର, 2 ନଭେମ୍ବର (ହି.ସ.)- ଭିକାରୀ
ବଳଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଭଜନ ସମ୍ରାଟ
ଭିକାରୀ ବଳଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜର ସୁମଧୁର କଣ୍ଠରେ ଭଜନ ଓ
ଜଣାଣ ଗାନ କରି ସେ ଆଜିବି ଆମ ଗହଣରେ ଅମର।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା