ପାଚିକାଙ୍କ ଦରମା ବୃଦ୍ଧି ହୋଇଛି, ପୁଣି ଆନ୍ଦୋଳନ ଠିକ ନୁହେଁ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ପାଚିକାଙ୍କ ଦରମା ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପାଚିକାଙ୍କ ଦରମା ୨୦୦୦ଟଙ୍କା ଥିଲା। ବିଜେପି ସରକାର ୧୦୦୦ ବୃଦ୍ଧି କରି ୩୦୦୦ କଲା। ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ ।
ପାଚିକାଙ୍କ ଦରମା ବୃଦ୍ଧି ହୋଇଛି, ପୁଣି ଆନ୍ଦୋଳନ ଠିକ ନୁହେଁ : ଗଣଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ପାଚିକାଙ୍କ ଦରମା ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପାଚିକାଙ୍କ ଦରମା ୨୦୦୦ଟଙ୍କା ଥିଲା। ବିଜେପି ସରକାର ୧୦୦୦ ବୃଦ୍ଧି କରି ୩୦୦୦ କଲା। ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ । କିଛି ଦିନ କାମ କରନ୍ତୁ, ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande