
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଗତ
ଦୁଇବର୍ଷ ମଧ୍ୟରେ ୨୦୨୪ ଓ ୨୦୨୫ ଅଦ୍ୟାବଧି ସମଗ୍ର ରାଜ୍ୟରେ ଶ୍ରମ ଅଧିକାରୀଙ୍କ ଦ୍ବାରା
ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୬୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଝାରସୁଗୁଡା
ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସୁନ୍ଦରଗଡରୁ ୯ ଜଣ ଶିଶୁ
ଶ୍ରମିକ ଉଦ୍ଧାର ହୋଇଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ
ସିଂ ଖୁଣ୍ଟିଆ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା