ଜବରଦଖଲକାରୀଙ୍କ କବଜାରେ ରାଜ୍ୟର ୧୬୬ ହେକ୍ଟର ଜଙ୍ଗଲ ଜମି
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଜବରଦଖଲକାରୀଙ୍କ କବଜାରେ ରାଜ୍ୟର ୧୬୬ ହେକ୍ଟର ଜଙ୍ଗଲ ଜମି । ଏହି ସବୁ ଜଙ୍ଗଲ ଜମି ମୁକ୍ତକୁ କରିବା ପାଇଁ ୭୫୮୦ ମାମଲା ରୁଜ୍ଜୁ ହୋଇଛି । ସେହିପରି ୧୬୧୭୮.୪୭ ହେକ୍ଟର ଜମିକୁ ବର୍ତ୍ତମାନ ସୁଦ୍ଧା ଜବରଦଖଲ ମୁକ୍ତ କରାଯାଇଛି । ବିଧାନ
ବିଧାନସଭା


ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଜବରଦଖଲକାରୀଙ୍କ

କବଜାରେ ରାଜ୍ୟର ୧୬୬ ହେକ୍ଟର ଜଙ୍ଗଲ ଜମି । ଏହି ସବୁ ଜଙ୍ଗଲ ଜମି ମୁକ୍ତକୁ କରିବା ପାଇଁ ୭୫୮୦

ମାମଲା ରୁଜ୍ଜୁ ହୋଇଛି । ସେହିପରି ୧୬୧୭୮.୪୭ ହେକ୍ଟର ଜମିକୁ ବର୍ତ୍ତମାନ ସୁଦ୍ଧା ଜବରଦଖଲ

ମୁକ୍ତ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ

ଗଣେଶ ରାମ ସିଂ ଖୁଣ୍ଟିଆ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande