ଓଡିଶା ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ 2025 ଗୃହରେ ଉପସ୍ଥାପିତ
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଓଡିଶା ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ 2025 ଗୃହରେ ଉପସ୍ଥାପିତ ହୋଇଛି । ସେହିପରି ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦରମା, ଭତ୍ତା (ସଂଶୋଧନ) 2025 ଗୃହରେ ଉପସ୍ଥାପିତ ହୋଇଛି । ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା
ବିଧାନସଭା


ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଓଡିଶା ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ 2025 ଗୃହରେ ଉପସ୍ଥାପିତ ହୋଇଛି । ସେହିପରି

ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦରମା, ଭତ୍ତା (ସଂଶୋଧନ) 2025 ଗୃହରେ ଉପସ୍ଥାପିତ ହୋଇଛି । ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍ 2025 ଗୃହରେ ଉପସ୍ଥାପିତ ହୋଇଛି । ଉପସ୍ଥାପିତ ହେଲା ପରେ ବିଲ୍‌ଟି ସର୍ବସମ୍ମତି କ୍ରମେ ଗୃହିତ

ହୋଇ କାର୍ଯ୍ୟ ପରାମର୍ଶ ଦାତା କମିଟିକୁ ଗଲା ଆଲୋଚନା ପାଇଁ ସମୟ ନିର୍ଘଣ୍ଟ କରିବାକୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande