
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଖରା
ଦିନ ପୂର୍ବରୁ ପାନୀୟ ଜଳ ସମସ୍ୟା ଦୂର ପାଇଁ ୬,୬୪୬ ଗୋଟି ନୂତନ ନଳକୂପ ନିର୍ମାଣ କରୁଛନ୍ତି
ରାଜ୍ୟ ସରକାର । ରାଜ୍ୟରେ ମୋଟ ୫,୨୭,୬୯୪ ଗୋଟି ନଳକୂପ କାର୍ଯ୍ୟକ୍ଷମ ଅଛି । ସର୍ବାଧିକ
ଯାଜପୁରରେ ୧୧୨୧ ନଳକୂପ ଖନନ କରାଯାଉଥିବା ବେଳେ କନ୍ଧମାଳରେ ୮୦୫ ଟି ନଳକୂପ ଖନନ କରାଯାଉଛି । ବିଧାନସଭାରେ
ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା