ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଆହୁରି 4ଦିନ ଥରାଇବ ଜାଡ । ଶୀତରେ ଥରହର ସାରା ଓଡ଼ିଶା।
ଆହୁରି ୪ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ୧୩ ତାରିଖରୁ ପଶ୍ଚିମ ହିମାଳୟ ଅଂଚଳରେ ପଶ୍ଚିମା
ଝଡ଼ ପ୍ରଭାବ ସମ୍ଭାବନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
09 Dec 2025
କନ୍ଧମାଳ, ୯ ଡିସେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବିରାଗୁଡ଼ା ଗାଁ ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ଏକ ଗଛରେ ପିଟିଲା ବାଇକ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି l ମୃତ ଯୁବକ ଦ୍ଵୟଙ୍କ ..
ବଲାଙ୍ଗିର, ୯ ଡିସେମ୍ବର (ହି.ସ.)- ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତୀ ଆଗାମୀ ୨୦୨୬ ଜାନୁୟାରୀ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ନିର୍ଦ୍ଧାରିତ ହୋଇଛି । ଆଜି ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଜରାସିଂହାସ୍ଥ ସମବାୟ ..
କେନ୍ଦୁଝର, ୯ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ସୋମବାର ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାୟାକଳ୍ପ ଡାକ୍ତରୀ ଟିମ୍ ପରିଦର୍ଶନରେ ଆସିଥିଲେ l ସେଥିମଧ୍ୟରୁ ଡାକ୍ତର ଇନଚାର୍ଜ ମନୋରଞ୍ଜନ ଜେନା, ଡାକ୍ତର ..
ବଲାଙ୍ଗିର, ୯ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲ ବାହାଲି ଗାଁ ନିକଟ ରେଳ ଧାରଣାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ ଧକ୍କାରେ ମୁଣ୍ଡ ଆଉ ଶରୀର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha