ମହାଶିବରାତ୍ରୀରେ ଶ୍ରୀରାମଜନ୍ମଭୂମିକୁ 4ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ
ଅଯୋଧ୍ୟା, 27 ଫେବ୍ରୁଆରି (ହି.ସ.)- ମହାଶିବରାତ୍ରୀର ପବିତ୍ର ପର୍ବ ଅବସରରେ ଶ୍ରୀରାମଜନ୍ମଭୂମି ମନ୍ଦିର ପ୍ରାଙ୍ଗଣରେ କୁବେର ଟିଲାରେ ସ୍ଥାପିତ ଶିବାଳୟରେ ଭକ୍ତମାନେ ଭଗବାନ ଶଙ୍କରଙ୍କର ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି ଯେ
ମହାଶିବରାତ୍ରୀରେ     ଶ୍ରୀରାମଜନ୍ମଭୂମିକୁ 4ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ


ଅଯୋଧ୍ୟା, 27 ଫେବ୍ରୁଆରି (ହି.ସ.)-

ମହାଶିବରାତ୍ରୀର ପବିତ୍ର ପର୍ବ ଅବସରରେ ଶ୍ରୀରାମଜନ୍ମଭୂମି ମନ୍ଦିର ପ୍ରାଙ୍ଗଣରେ କୁବେର ଟିଲାରେ

ସ୍ଥାପିତ ଶିବାଳୟରେ ଭକ୍ତମାନେ ଭଗବାନ ଶଙ୍କରଙ୍କର ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀରାମ

ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି ଯେ, ମନ୍ଦିରରେ ଅପାର ଜନସାଗର ପ୍ରଭୁ ଶ୍ରୀ ରାମଲଲା

ସରକାରଙ୍କୁ ଦର୍ଶନ ପାଇଁ ଲଗାତର ଭାବେ ବଢୁଛି ।

ରାମନଗରୀରେ ମହା

ଶିବରାତ୍ରୀ ଅବସରରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ

ଦର୍ଶନ ପର୍ବ ସନ୍ଧ୍ୟା ଯାଏ ଜାରି ରହିଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଘାଟରେ ସ୍ନାନ ପରେ ଦାନ

କରି ପୁଣ୍ୟ କମାଇଛନ୍ତି । ପ୍ରତିଦିନ ପ୍ରାୟ 10ରୁ 15ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ପହଂଚିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande