ପୋପ୍ ଫ୍ରାନ୍ସିନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର, ଅକ୍ସିଜେନ ଥେରାପି ଜାରି
ଭାଟିକାନ ସିଟି, 27 ଫେବ୍ରୁଆରି (ହି.ସ.) - ପୋପ୍ ଫ୍ରାନ୍ସିନଙ୍କ ସ୍ୱାସ୍ଥ୍ୟରେ ଗତ 24 ଘଂଟାରେ ସାମାନ୍ୟ ସୁଧାର ଆସିଛି । ଭାଟିକାନ ପ୍ରେସ କାର୍ଯ୍ୟାଳୟ ବୁଧବାର ସନ୍ଧ୍ୟାରେ ଜାରି ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଚି ଯେ, ଗତ କିଛି ଦିନରୁ ଦେଖାଯାଉଥିବା ସାମାନ୍ୟ କିଡନ
ପୋପ୍ ଫ୍ରାନ୍ସିନଙ୍କ     ସ୍ୱାସ୍ଥ୍ୟାବସ୍ଥାରେ ସୁଧାର, ଅକ୍ସିଜେନ ଥେରାପି ଜାରି


ଭାଟିକାନ ସିଟି, 27 ଫେବ୍ରୁଆରି (ହି.ସ.)

- ପୋପ୍

ଫ୍ରାନ୍ସିନଙ୍କ ସ୍ୱାସ୍ଥ୍ୟରେ ଗତ 24 ଘଂଟାରେ ସାମାନ୍ୟ ସୁଧାର ଆସିଛି । ଭାଟିକାନ ପ୍ରେସ

କାର୍ଯ୍ୟାଳୟ ବୁଧବାର ସନ୍ଧ୍ୟାରେ ଜାରି ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଚି ଯେ, ଗତ କିଛି

ଦିନରୁ ଦେଖାଯାଉଥିବା ସାମାନ୍ୟ କିଡନୀ ସମସ୍ୟା ଏବେ ଠିକ୍ ହୋଇଛି ।

ପୋପ୍ ଫ୍ରାନ୍ସିନଙ୍କ

ଫୁସଫୁସ ଫୁଲା ଜାରି ରହିଛି ଏବଂ ତାଙ୍କ ଛାତିର ସିଟି ସ୍କାନ ସାମାନ୍ୟ ରିକଭର ଦର୍ଶାଉଛି । ତାଜା

ରକ୍ତ ପରୀକ୍ଷଣରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande