୭୬ ହଜାର ଟଙ୍କା ସାଇବର ଠକେଇ
ଗଞାମ, ୧୯ ଜୁଲାଇ (ହି.ସ.)- ବ୍ରହ୍ମପୁର ଖୋଡାସିଙ୍ଗି‌ ଅଞ୍ଚଳର ଜଣେ ଯୁଵକ ପ୍ରାୟ ୭୬ ହଜାର ଟଙ୍କା ସାଇଵର ଠକେଇର ଶୀକାର ହୋଇଛନ୍ତି ବୋଲି ଵ୍ରହ୍ମପୁର ସାଇବର ଥାନାରେ‌ ଅଭିଯୋଗ ହୋଇଛି। ଉକ୍ତ ଯୁବକ ପ୍ରଫୁଲ ସାହୁ ଟାକ୍ସ ଗୃପରେ ସାମିଲ ହୋଇ କାରବାର କଲେ କମିସନ‌ ମିଳିବ କହି ଜଣେ ଅଜଣା ବ୍ୟକ୍ତି ଏକ ଲିଙ୍କ
୭୬ ହଜାର ଟଙ୍କା ସାଇବର ଠକେଇ


ଗଞାମ, ୧୯ ଜୁଲାଇ (ହି.ସ.)- ବ୍ରହ୍ମପୁର ଖୋଡାସିଙ୍ଗି‌ ଅଞ୍ଚଳର ଜଣେ ଯୁଵକ ପ୍ରାୟ ୭୬ ହଜାର ଟଙ୍କା ସାଇଵର ଠକେଇର ଶୀକାର ହୋଇଛନ୍ତି ବୋଲି ଵ୍ରହ୍ମପୁର ସାଇବର ଥାନାରେ‌ ଅଭିଯୋଗ ହୋଇଛି। ଉକ୍ତ ଯୁବକ ପ୍ରଫୁଲ ସାହୁ ଟାକ୍ସ ଗୃପରେ ସାମିଲ ହୋଇ କାରବାର କଲେ କମିସନ‌ ମିଳିବ କହି ଜଣେ ଅଜଣା ବ୍ୟକ୍ତି ଏକ ଲିଙ୍କ ପଠାଇ ଥିଲେ। ଯୁବକ ଏହି ଲିଙ୍କକୁ କ୍ଲିକ୍ କରିବା ମାତ୍ରେ ତାଙ୍କ‌ ଏକାଉଣ୍ଟରୁ ୭୬ ହଜାର ୩୯୦ ଟଙ୍କା କଟିଯାଇଥିଲା। ଅଭିଯୋଗ ପାଇବା ପରେ ଵ୍ରହ୍ମପୁର ସାଇବର ଥାନା ପୋଲିସ ଘଟଣାର ତନାଘନା ତଦନ୍ତ ଚଳାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande