ରେଜିଷ୍ଟ୍ରି ଅଧିକାରୀ ମାନଙ୍କର ସମ୍ମିଳନୀ ଆଜି
ଭୁବନେଶ୍ୱର, 18 ଜୁଲାଇ (ହି.ସ.) ରାଜ୍ୟର ରେଜିଷ୍ଟ୍ରି ଅଧିକାରୀ ମାନଙ୍କର ଏକ ଦିବସୀୟ ସମ୍ମିଳନୀ ଆଜି ଅନୁଷ୍ଠିତ ହେବ । ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏହାକୁ ଉଦଘାଟନ କରିବେ । ସାରା ରାଜ୍ୟର ରେଜିଷ୍ଟ୍ରୀ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

 rajesh pande