ନାବାଳିକାଙ୍କୁ ଜାଳି ଦେଲେ ଦୁର୍ବୃତ୍ତ
ଭୁବନେଶ୍ୱର, 19 ଜୁଲାଇ (ହି.ସ)- ପିପିଲି ନିକଟ ବଳଙ୍ଗା ଥାନା ବାୟାବରର ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ପୀଡ଼ିତା ଜଣେ ଯୁକ୍ତ ଦୁଇ ଛାତ୍ରୀ ବୋଲି ଜଣାଯାଇଛି। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ
ନାବାଳିକାଙ୍କୁ ଜାଳି ଦେଲେ     ଦୁର୍ବୃତ୍ତ


ଭୁବନେଶ୍ୱର, 19 ଜୁଲାଇ

(ହି.ସ)- ପିପିଲି ନିକଟ ବଳଙ୍ଗା ଥାନା ବାୟାବରର ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ଦେହରେ

ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ପୀଡ଼ିତା ଜଣେ

ଯୁକ୍ତ ଦୁଇ ଛାତ୍ରୀ ବୋଲି ଜଣାଯାଇଛି। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ

ବାଟରେ ୩ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏହାପରେ

ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୀଡିତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande