ଭୁବନେଶ୍ୱର, 19 ଜୁଲାଇ (ହି.ସ.)
- ପିପିଲି
ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଡିଜିପି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏସ୍ପି ନିଜେ
ଅନୁଧ୍ୟାନ କରୁଛନ୍ତି, ତୁରନ୍ତ ଅଭିଯୁକ୍ତଙ୍କୁ ଧରିବୁ । ଅଭାବନୀୟ
ଘଟଣା,
ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା