ଭୁବନେଶ୍ୱର, 19 ଜୁଲାଇ (ହି.ସ.)
- ପୁଣି
ହୋଇପାରେ ଡ୍ରାଇଭର ସଂଘର ଆନ୍ଦୋଳନ। ଜୁଲାଇ ୨୮ରେ ଆନ୍ଦୋଳନ ପାଇଁ ଚେତାବନୀ । ଡ୍ରାଇଭର ମହାସଂଘର
କୋଷାଧ୍ୟକ୍ଷଙ୍କୁ ମୁକୁଳାଇବାକୁ ଦାବି ହୋଇଛି । ଡ୍ରାଇଭର ଆନ୍ଦୋଳନ ବେଳେ ଗିରଫ ହୋଇଥିଲେ
କୋଷାଧ୍ୟକ୍ଷ । ଚେତାବନୀ ଦେଇଛି ରାଷ୍ଟ୍ରୀୟ ଅଟୋ ରିକ୍ସା ଟ୍ରାନ୍ସପୋର୍ଟ ଫେଡରେସନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା