ମଙ୍ଗଲ ପାଣ୍ଡେଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ମଙ୍ଗଲ ପାଣ୍ଡେଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମୀର ଜ୍ୟୋତି ପ୍ରଜ୍ୱଳିତ କରୁଥିବା, ଭାରତ ମାତାର ବୀର ସୁପୁତ୍ର ଏବଂ ମହାନ କ
ମଙ୍ଗଲ ପାଣ୍ଡେଙ୍କୁ ନମନ     କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ମଙ୍ଗଲ

ପାଣ୍ଡେଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମୀର ଜ୍ୟୋତି ପ୍ରଜ୍ୱଳିତ

କରୁଥିବା, ଭାରତ ମାତାର ବୀର ସୁପୁତ୍ର ଏବଂ ମହାନ କ୍ରାନ୍ତିକାରୀ ଶ୍ରୀ ମଙ୍ଗଲ ପାଣ୍ଡେଙ୍କ

ପବିତ୍ର ଜୟନ୍ତୀ ଅବସରରେ ତାଙ୍କୁ ସାଦର ଶ୍ରଦ୍ଧାଂଜଳି ଅର୍ପଣ କରୁଛି । ତାଙ୍କ ତ୍ୟାଗ, ସାହସ

ଏବଂ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ସ୍ରୋତ ହୋଇରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande