ଗୁରୁତର ନାବାଳିକାଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରୀ ଦଳ ଗଠିତ
ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗାର ଗୁରୁତର ଆହତ ନାବାଳିକାଙ୍କ ଉନ୍ନତ ଚିକତ୍ସା ପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ୧୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏକ୍ସରେ ଏହି ସୂଚନା ଦେବା ସହ ମହାପ୍ରଭୁଙ୍କ ପାଖେ ଝିଅଟ
ଗୁରୁତର ନାବାଳିକାଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରୀ ଦଳ ଗଠିତ


ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗାର ଗୁରୁତର ଆହତ ନାବାଳିକାଙ୍କ ଉନ୍ନତ ଚିକତ୍ସା ପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ୧୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏକ୍ସରେ ଏହି ସୂଚନା ଦେବା ସହ ମହାପ୍ରଭୁଙ୍କ ପାଖେ ଝିଅଟିର ଆଶୁ ଆରୋଗ୍ୟ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande