ଜିଲ୍ଲାପାଳଙ୍କ ଆମ ବସଷ୍ଟାଣ୍ଡ ଡିପୋ ପରିଦର୍ଶନ
କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ଆଜି ଜିଲ୍ଲାପାଳ କେନ୍ଦୁଝର ସ୍ଥିତ ଆମ ବସଷ୍ଟାଣ୍ଡ ଡିପୋ ପରିଦର୍ଶନ କରିଛନ୍ତି। ଏହାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ସହ ଅବଶିଷ୍ଟାଂଶ କାର୍ଯ୍ୟ ତ୍ୱରାନ୍ୱିତ କରି ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେଠାରେ ସବ-ଷ୍ଟେସନ କାର୍ଯ୍ୟ ତ
ଜିଲ୍ଲାପାଳଙ୍କ ଆମ ବସଷ୍ଟାଣ୍ଡ ଡିପୋ ପରିଦର୍ଶନ


କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ଆଜି ଜିଲ୍ଲାପାଳ କେନ୍ଦୁଝର ସ୍ଥିତ ଆମ ବସଷ୍ଟାଣ୍ଡ ଡିପୋ ପରିଦର୍ଶନ କରିଛନ୍ତି। ଏହାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ସହ ଅବଶିଷ୍ଟାଂଶ କାର୍ଯ୍ୟ ତ୍ୱରାନ୍ୱିତ କରି ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେଠାରେ ସବ-ଷ୍ଟେସନ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande