ବଳଙ୍ଗା ପୀଡିତାଙ୍କ ଅବସ୍ଥା ଗୁରୁତର
ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି ଭୁବନେଶ୍ୱର ଏମ୍ସରୁ ଏୟାର ଲିଫ୍ଟ ହୋଇଥିବା ନାବାଳିକା ରବିବାର ଅପରାହ୍ନ ୪ଟା ୨୦ରେ ଭର୍ତି ହୋଇଛନ୍ତି। ତାଙ୍କର ୭୫% ଶରୀର ପୋଡ଼ିଛି। ଅବସ୍ଥା ଗୁରୁତର ରହି
ବଳଙ୍ଗା ପୀଡିତାଙ୍କ ଅବସ୍ଥା ଗୁରୁତର


ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି ଭୁବନେଶ୍ୱର ଏମ୍ସରୁ ଏୟାର ଲିଫ୍ଟ ହୋଇଥିବା ନାବାଳିକା ରବିବାର ଅପରାହ୍ନ ୪ଟା ୨୦ରେ ଭର୍ତି ହୋଇଛନ୍ତି। ତାଙ୍କର ୭୫% ଶରୀର ପୋଡ଼ିଛି। ଅବସ୍ଥା ଗୁରୁତର ରହିଛି। ସେ ବର୍ତମାନ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି। ଏମ୍ସ ଆଇସିୟୁ ବର୍ଣ୍ଣ ୟୁନିଟ୍ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍ ରେ ଚିକିତ୍ସା ଚାଲିଛି। ଗୋଟିଏ ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande