ଭିଜିଲାନ୍ସ ଜାଲରେ ଡିଏଫଓ
କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ଆଜି ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ ଓ ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିତ୍ୟାନନ୍ଦଙ୍କ ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ରେଡ କରିଛି ଭିଜଲାନ୍ସ। ଆଜି ରବିବାର ହୋଇଥବା ବେଳେ
Kendujlif dfo in Vigilance trap


କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ଆଜି ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ ଓ ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିତ୍ୟାନନ୍ଦଙ୍କ ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ରେଡ କରିଛି ଭିଜଲାନ୍ସ। ଆଜି ରବିବାର ହୋଇଥବା ବେଳେ ତାଙ୍କ କେନ୍ଦୁଝର ସରକାରୀ ଘର ବନ୍ଦ ଥିବା ବେଳେ ଅଫିସରେ ତନାଘନା କରୁଛି ବିଭାଗ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande