ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରା ବାଣ୍ଟିଲେ ରୋଟାରୀ କ୍ଲବ
କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ରୋଟାରି କ୍ଲବ କେନ୍ଦୁଝର ଦ୍ବାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଜନତାଙ୍କୁ ମୂଲ୍ୟବାନ ବୃକ୍ଷ ଚାରା ରୋଟାରୀ କ୍ଳବ୍ ଦ୍ବାରା ବଣ୍ଟା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଯୋଗ ଦେଇ ଚାରା ବାଣ୍ଟିଥିବା ବେଳେ ବ
ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରା ବାଣ୍ଟିଲେ ରୋଟାରୀ କ୍ଲବ


କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ରୋଟାରି କ୍ଲବ କେନ୍ଦୁଝର ଦ୍ବାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଜନତାଙ୍କୁ ମୂଲ୍ୟବାନ ବୃକ୍ଷ ଚାରା ରୋଟାରୀ କ୍ଳବ୍ ଦ୍ବାରା ବଣ୍ଟା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଯୋଗ ଦେଇ ଚାରା ବାଣ୍ଟିଥିବା ବେଳେ ବହୁ ସଦସ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଗୋଟିଏ ବୃକ୍ଷ ଗୋଟିଏ ଜୀବନର ସନ୍ଦେଶ ଦେଇଛି ରୋଟାରି କ୍ଲବ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande