ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେବ ସର୍ବ ଦଳୀୟ ବୈଠକ
ନୂଆଦିଲ୍ଲୀ, 20 ଜୁଲାଇ (ହି.ସ.) ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଅଧିବେଶନକୁ ସୁଚାରୁ ରୂପେ କରିବାକୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ସରକାର ଦୁଇଁଟି ସଦନର ସମ୍ପୂର୍ଣ୍ଣ ସୁଚାରୁ ଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ଏକତା ଓ ସହଯୋଗ ଆଶା କ
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେବ ସର୍ବ ଦଳୀୟ ବୈଠକ


ନୂଆଦିଲ୍ଲୀ, 20 ଜୁଲାଇ (ହି.ସ.) ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଅଧିବେଶନକୁ ସୁଚାରୁ ରୂପେ କରିବାକୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଏହି ବୈଠକରେ ସରକାର ଦୁଇଁଟି ସଦନର ସମ୍ପୂର୍ଣ୍ଣ ସୁଚାରୁ ଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ଏକତା ଓ ସହଯୋଗ ଆଶା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande