ପୁରୀ ବଳଙ୍ଗା ଛାତ୍ରୀଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିବା ଦୁର୍ବୁତଙ୍କ ତୁରନ୍ତ ଗିରଫ ଦାବିକଲା ଏଆଇଡିଏସଓ
ଭଦ୍ରକ, ୨୦ ଜୁଲାଇ (ହି.ସ.) - ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ଦୁର୍ବୁତମାନେ ନଦୀ ବନ୍ଧକୁ ଟେକି ନେଇ ନିଆଁ ଲଗାଇ ମାରି ଦେବାର ଉଦ୍ୟମ କରିଥିଲେ। ଏହି ଘଟଣାରେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଏଆଇଡିଏସଓ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ହାତରେ ପ୍ଲା କାର
PURI BALANG GIRL CASE - AIDSO


ଭଦ୍ରକ, ୨୦ ଜୁଲାଇ (ହି.ସ.) - ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ଦୁର୍ବୁତମାନେ ନଦୀ ବନ୍ଧକୁ ଟେକି ନେଇ ନିଆଁ ଲଗାଇ ମାରି ଦେବାର ଉଦ୍ୟମ କରିଥିଲେ। ଏହି ଘଟଣାରେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଏଆଇଡିଏସଓ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ହାତରେ ପ୍ଲା କାର୍ଡ ଧରି ପ୍ରତିବାଦ କରାଯାଇଥିବାବେଳେ ପୋଡି ମାରିବାକୁ ଉଦ୍ୟମ କରିଥିବା ଦୁର୍ବୁତମାନଙ୍କୁ ତୁରଫ ଗିରଫ କରାଯିବା ଓ ନାରୀମାନଙ୍କୁ ସୁରକ୍ଷା ଦିଆଯିବାର ନାରା ଦିଆଯାଇଥିଲା। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande