ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର
କେନ୍ଦୁଝର, ୨୦ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ସାହାରପଡା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା। ଏକ ବାଇକକୁ ଟ୍ରଲର ଧକ୍କା ଦେଇଛି l ବାଇକ ଆରୋହୀ ସାହାରପଡା ନିକଟ ଜଗାନାଳି ଗ୍ରାମର ବୋଲି ଜଣାପଡିଥିବା ବେଳେ ବେଳେ ସଠିକ ପରିଚୟ ମିଳି ପାରିନାହିଁ l ବାଇକ ଆରୋହୀ ୨ ଜଣ ଅତି ଗୁରୁତର
ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର


କେନ୍ଦୁଝର, ୨୦ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ସାହାରପଡା ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା। ଏକ ବାଇକକୁ ଟ୍ରଲର ଧକ୍କା ଦେଇଛି l ବାଇକ ଆରୋହୀ ସାହାରପଡା ନିକଟ ଜଗାନାଳି ଗ୍ରାମର ବୋଲି ଜଣାପଡିଥିବା ବେଳେ ବେଳେ ସଠିକ ପରିଚୟ ମିଳି ପାରିନାହିଁ l ବାଇକ ଆରୋହୀ ୨ ଜଣ ଅତି ଗୁରୁତର ଥିବା ଜଣାପଡିଛି l ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠା ଯାଇଥିବା ବେଳେ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande