ଧର୍ମଶାଳା ବିଜେଡି ପକ୍ଷରୁ ଜେନାପୁରରେ ସାଂଗଠନିକ ବୈଠକ
ଧର୍ମଶାଳା,୨୦ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସାଧାରଣ ନିର୍ବାଚନରେ ପରାଜିତ ହେବା ଏବେ ଦଳକୁ ସଂଗଠନ କରିବାରେ ଲାଗିଛି । ଏହି କ୍ରମରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରାମର୍ଶ କ୍ରମେ ଜେନାପୁର ପଂଚାୟତ
ଧର୍ମଶାଳା ବିଜେଡି ପକ୍ଷରୁ ଜେନାପୁରରେ ସାଂଗଠନିକ ବୈଠକ


ଧର୍ମଶାଳା,୨୦ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସାଧାରଣ ନିର୍ବାଚନରେ ପରାଜିତ ହେବା ଏବେ ଦଳକୁ ସଂଗଠନ କରିବାରେ ଲାଗିଛି । ଏହି କ୍ରମରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରାମର୍ଶ କ୍ରମେ ଜେନାପୁର ପଂଚାୟତରେ ବିଜୁ ଜନତା ଦଳର କର୍ମୀମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଭାପତି ସଂଜୟ ନାୟକଙ୍କ ନେତୃତ୍ୱରେ ଏହି ବୈଠକରେ ବ୍ଲକ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ ସମେତ ଦଳୀୟ ଶତାଧିକ କର୍ମକର୍ତା ସାମିଲ ହୋଇ ବିଭିନ୍ନ କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande