ଭୁବନେଶ୍ୱର ବ୍ଲକ ସାମନାରେ ବିଜେଡି ଆଜି  ଦେବ ଧାରଣା
ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱର ପଞ୍ଚାୟତ ସମିତି (ବ୍ଲକ) ସମ୍ମୁଖରେ ପ୍ରତିବାଦ/ ଧାରଣା ଦିଆଯିବା ଭୁବନେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱର ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ
ଭୁବନେଶ୍ୱର ବ୍ଲକ ସାମନାରେ ବିଜେଡି ଆଜି  ଦେବ ଧାରଣା


ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱର ପଞ୍ଚାୟତ ସମିତି (ବ୍ଲକ) ସମ୍ମୁଖରେ ପ୍ରତିବାଦ/ ଧାରଣା ଦିଆଯିବା ଭୁବନେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱର ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆର୍ଥିକ ଅନିୟମିତତା, ଦୁର୍ନୀତି ଏବଂ ପ୍ରୀୟାପ୍ରିତି ତୋଷୋଣ ପ୍ରଭୁତି ଦୀର୍ଘ ଏକ ବର୍ଷ ଧରି ଚାଲିଆସୁଥିବା ପ୍ରତିବାଦରେ ଏହି ପ୍ରତିବାଦ/ ଧାରଣା ଦିଆଯିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande