କେନ୍ଦୁଝର, 6 ଅଗଷ୍ଟ (ହି.ସ.) ତ୍ରିରଙ୍ଗା ଯାତ୍ରା, ହରଘର ତ୍ରିରଙ୍ଗା ଏବଂ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ସଫଳ କରିବା ନିମନ୍ତେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କାର୍ଯକ୍ରମ ସଫଲ ନେଇ ବ୍ୟାପକ ଆଲୋଚନା ହେଇଥିଲା।
ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି , ବିଧାୟକ ଓ ଅନ୍ୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA