ଉତ୍ତରାଖଣ୍ଡ: ଗଙ୍ଗୋତ୍ରୀ ରାଜପଥର ତିନୋଟି ସ୍ଥାନରେ ୱାସ ଆଉଟ ,ଧରାଳି ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ଟିମ ରାସ୍ତାରେ ଫସିଗଲ
ଉତ୍ତରକାଶୀ, 6 ଅଗଷ୍ଟ (ହି.ସ.)- ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ଗଙ୍ଗୋତ୍ରୀ ରାଜପଥ ଡବରାନୀ , ପାପଡ଼ ଗାଡ, ସୋନ ଗାଡ ନିକଟରେ ୱାସ ଆଉଟ ହୋଇଛି।ଏହା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଧରାଳି ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ଦଳ ସେଠାରେ ପହଞ୍ଚି ପାରୁନା
ଉତ୍ତରାଖଣ୍ଡ: ଗଙ୍ଗୋତ୍ରୀ ରାଜପଥର ତିନୋଟି ସ୍ଥାନରେ ୱାସ ଆଉଟ ,ଧରାଳି ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବା ଟିମ ରାସ୍ତାରେ ଫସିଗଲ


ଉତ୍ତରକାଶୀ, 6 ଅଗଷ୍ଟ (ହି.ସ.)-

ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ଗଙ୍ଗୋତ୍ରୀ

ରାଜପଥ ଡବରାନୀ , ପାପଡ଼ ଗାଡ, ସୋନ ଗାଡ ନିକଟରେ ୱାସ

ଆଉଟ ହୋଇଛି।ଏହା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଧରାଳି ଉଦ୍ଧାର କାର୍ଯ୍ୟ ପାଇଁ

ଯାଉଥିବା ଦଳ ସେଠାରେ ପହଞ୍ଚି ପାରୁନାହାଁନ୍ତି। ଅଧିକାରୀମାନେ ଅଧା ରାସ୍ତାରେ ଫସି ରହିଛନ୍ତି।ଏଠାରେ ବିଆରଓ ପରିସ୍ଥିତିର

ସମୀକ୍ଷା କରିବା ପରେ ଯଥାଶୀଘ୍ର ରାସ୍ତା ପୁନରୁଦ୍ଧାର ପାଇଁ କାମ ଆରମ୍ଭ

କରିଛି।ଜିଲ୍ଲା ପରିଚାଳନା କେନ୍ଦ୍ର ଉତ୍ତରକାଶୀ କହିଛି ଯେ ଗଙ୍ଗୋତ୍ରୀ ଜାତୀୟ ରାଜପଥ ଖୋଲିବା

ପାଇଁ ସମୟ ସୀମା ବିଷୟରେ କିଛି କହିହେବ ନାହିଁ। ରାଜପଥ ତିନୋଟି ସ୍ଥାନରେ ୱାସ ଆଉଟ ହୋଇଛି ।ଯାହା ଫଳରେ ଧରାଳି ଯାଉଥିବା ଉଦ୍ଧାର ଦଳ ଏବଂ

ଅଧିକାରୀମାନେ ଅଧା ରାସ୍ତାରେ ଫସି ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande