ବଦଳିବ ସରକାରୀ କୋଠାର ରଙ୍ଗ
ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ବଦଳିବ। ଏ ନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛି ପୂର୍ତ ବିଭାଗ । ନିର୍ମାଣ ହେବାକୁ ଥିବା ସରକାରୀ କୋଠାର ରଙ୍ଗ କେମିତି ରହିବ ସେ ନେଇ ମାର୍ଗଦର୍ଶିକାରେ ସୂଚନା ଦିଆଯାଇଛି। ସେହିପରି ମରାମତି ହେଉଥିବା ପୁରୁଣା କୋଠାର ରଙ୍ଗ କେ
ବଦଳିବ ସରକାରୀ କୋଠାର ରଙ୍ଗ


ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ବଦଳିବ। ଏ ନେଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛି ପୂର୍ତ ବିଭାଗ । ନିର୍ମାଣ ହେବାକୁ ଥିବା ସରକାରୀ କୋଠାର ରଙ୍ଗ କେମିତି ରହିବ ସେ ନେଇ ମାର୍ଗଦର୍ଶିକାରେ ସୂଚନା ଦିଆଯାଇଛି। ସେହିପରି ମରାମତି ହେଉଥିବା ପୁରୁଣା କୋଠାର ରଙ୍ଗ କେମିତି ହେବ ସେ ନେଇ ମଧ୍ୟ ଗାଇଡ୍‌ଲାଇନ୍ ରେ ଉଲ୍ଲେଖ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande