ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)
- ପଦ୍ମ ବିଭୂଷଣ
ସୁଷମା ସ୍ୱରାଜଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ନାରୀ ସଶକ୍ତିକରଣର ପ୍ରତୀକ,
ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ,
ପଦ୍ମ ବିଭୂଷଣ ସୁଷମା ସ୍ୱରାଜଙ୍କ ପୁଣ୍ୟତିଥିରେ
ଭକ୍ତିପୂତ ପ୍ରଣାମ ଜଣାଉଛି। ତାଙ୍କର ନେତୃତ୍ୱ, ରାଷ୍ଟ୍ର ହିତ ପାଇଁ ତାଙ୍କର ମାର୍ଗଦର୍ଶନ ଆଜିର ସମାଜ ପାଇଁ ଏକ ପ୍ରେରଣା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା