କେନ୍ଦ୍ରାପଡ଼ା ଯୁବତୀ ଜିଅନ୍ତା ଜଳିଯିବା ଘଟଣା :ପାରିପାର୍ଶ୍ୱିକ ଘଟଣାକୁ ନେଇ ତଦନ୍ତ ହେବ -ଡିଜିପି
ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ାରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦେଶକ ୱାଇବି ଖୁରାନିଆ। ସେ କହିଛନ୍ତି ଘଟଣାସ୍ଥଳକୁ କେନ୍ଦ୍ରାପଡ଼ା ଏସପି ଯାଉଛନ୍ତି । ପାରିପାର୍ଶ୍ୱିକ ଘଟଣାକୁ ନେଇ ସେ ତଦନ୍ତ କରିବେ । ତାଙ୍କ ବାପା ଆଣିଥିବା ଅଭିଯୋଗ ଉପର
କେନ୍ଦ୍ରାପଡ଼ା ଯୁବତୀ ଜିଅନ୍ତା ଜଳିଯିବା ଘଟଣା :ପାରିପାର୍ଶ୍ୱିକ ଘଟଣାକୁ ନେଇ ତଦନ୍ତ ହେବ -ଡିଜିପି


ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ାରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦେଶକ ୱାଇବି ଖୁରାନିଆ। ସେ କହିଛନ୍ତି ଘଟଣାସ୍ଥଳକୁ କେନ୍ଦ୍ରାପଡ଼ା ଏସପି ଯାଉଛନ୍ତି । ପାରିପାର୍ଶ୍ୱିକ ଘଟଣାକୁ ନେଇ ସେ ତଦନ୍ତ କରିବେ । ତାଙ୍କ ବାପା ଆଣିଥିବା ଅଭିଯୋଗ ଉପରେ ବି ତଦନ୍ତ ହେବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande