ସୁଷମା ସ୍ୱରାଜଙ୍କ ସ୍ମରଣ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.) - ସୁଷମା ସ୍ୱରାଜଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସୁଦୃଢ଼ ନେତୃତ୍ୱ ଏବଂ ଅଗ୍ନିବର୍ଷୀ ଭାଷଣ ଶୈଳୀ ପାଇଁ ଘରେ ଘରେ ପରିଚିତ ପୂର୍ବତନ କେନ୍ଦ
ସୁଷମା ସ୍ୱରାଜଙ୍କ ସ୍ମରଣ     କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 6 ଅଗଷ୍ଟ (ହି.ସ.)

- ସୁଷମା

ସ୍ୱରାଜଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସୁଦୃଢ଼ ନେତୃତ୍ୱ ଏବଂ ଅଗ୍ନିବର୍ଷୀ ଭାଷଣ ଶୈଳୀ ପାଇଁ

ଘରେ ଘରେ ପରିଚିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଦ୍ମ ବିଭୂଷଣ ସୁଷମା ସ୍ୱରାଜ ଜୀଙ୍କ

ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande