ମାଧବ ନାଇକ ହତ୍ୟା ମାମଲାଗିରଫ ସଂଖ୍ୟା ୨ କୁ ବୃଦ୍ଧି
ଗଞ୍ଜାମ, ୧୪ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗ୍ରାମର ମାଧବ ନାଇକ ହତ୍ୟା ଘ
ମାଧବ ନାଇକ ହତ୍ୟା ମାମଲାଗିରଫ ସଂଖ୍ୟା ୨ କୁ ବୃଦ୍ଧି


ଗଞ୍ଜାମ, ୧୪ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗ୍ରାମର ମାଧବ ନାଇକ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମେଶ ନାୟକକୁ ଗିରଫ କରିବା ପରେ ତାର ବୟାନ ଆଧାରରେ ତାର ପତ୍ନୀ ରେବତୀ ନାୟକକୁ ଗିରଫ କରିଛି ପୋଲିସ । ଫଳରେ ମାମଲାରେ ଗିରଫଦାରୀ ସଂଖ୍ୟା ୨ କୁ ବୃଦ୍ଧି ପାଇଛି ।

ପ୍ରକାଶ ଥାଉ କି, ଗତ ୭ ତାରିଖରେ ମାଧବଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ତାଙ୍କ ଶବକୁ ମଳିଙ୍ଗି ଗ୍ରାମ ନିକଟ କାଜୁତୋଟାରେ ପୋତି ଦେଇଥିଲେ ଏହି ଦମ୍ପତି ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ପ୍ରଦୀପ୍ତ


 rajesh pande