ପ୍ରଧାନମନ୍ତ୍ରୀ ୨୪ ଅକ୍ଟୋବରରେ କରିବେ ମନକି ବାତ୍
ନୂଆଦିଲ୍ଲୀ ୧୬ ( ହି.ସ. )- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୪ ଅକ୍ଟୋବରରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନକି
ପ୍ରଧାନମନ୍ତ୍ରୀ ୨୪ ଅକ୍ଟୋବରରେ କରିବେ ମନକି ବାତ୍


ନୂଆଦିଲ୍ଲୀ ୧୬ ( ହି.ସ. )- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୪ ଅକ୍ଟୋବରରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନକି ବାତ୍ ର ୮୨ତମ ସଂସ୍କରଣକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କର ମନର କଥା ଶୁଣାଇବାକୁ ଆମନ୍ତ୍ରଣ କରିଛନ୍ତି ।

ସାଧାରଣ ଭାବେ ଏହି କାର୍ଯ୍ୟକ୍ରମ ପ୍ରତ୍ୟକ ମାସର ଶେଷ ରବିବାର ପ୍ରସରିତ କରାଯାଇଥାଏ କିନ୍ତୁ ଏହିଥର ୩୧ ଅକ୍ଟୋବର ରବିବାର ହେବ ଏ ମାସର ଶେଷ ୪ର୍ଥ ରବିବାର । ମନ୍କିବାତ୍ କାଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ତଥା ଦୂରଦର୍ଶନର ସବୁ ନେଟ୍ଓାର୍କରେ ଓ ଆକାଶବାଣୀ ସମାଚାର ଏବଂ ମୋବାଇଲ୍ ଆପ୍ ରେ ମଧ୍ୟ ଉପଲବ୍ଧ ହେବ ।

ପ୍ରଧାନମନ୍ତ୍ରୀ ମୋଦୀ ଶନିବାରଦିନ ନିଜେ ଟୁଇଟ୍ କରି ଏହି ସୁଚନା ଦେଇଛନ୍ତି । ଲୋକମାନଙ୍କୁ ଏହି କାର୍ଯ୍ୟ କ୍ରମ ମାଧ୍ୟମରେ ତାଙ୍କମନର କଥାକୁ ବାଂଟି ପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର /


 rajesh pande