ଆଇପିଏଲ ବେଟିଂ୬.୮ ଲକ୍ଷ ଟଙ୍କା ଜବତ, ୨ ଗିରଫ
ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ାର ଗୋସାଳାରେ ଆଇପିଏଲ ବେଟିଂ ଘଟଣାରେ ୬.୮ ଲକ୍ଷ ଟଙ୍କା ଜବତ ହୋଇଛି ।
ଆଇପିଏଲ ବେଟିଂ୬.୮ ଲକ୍ଷ ଟଙ୍କା ଜବତ, ୨ ଗିରଫ


ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ାର ଗୋସାଳାରେ ଆଇପିଏଲ ବେଟିଂ ଘଟଣାରେ ୬.୮ ଲକ୍ଷ ଟଙ୍କା ଜବତ ହୋଇଛି । ଟଙ୍କା ଜବତ କରାଯିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସପି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande