Custom Heading

ଅବକାରୀ ବିଭାଗର ଚଢାଉ ୩୨୯ଲିଟର ମହୁଲି ମଦ ଜବତ ୬୮୦୦ କେଜି ମହୁଲ ପୋଚ ନଷ୍ଟ ୪ ଗିରଫ
ଅବକାରୀ ବିଭାଗର ଚଢାଉ ୩୨୯ଲିଟର ମହୁଲି ମଦ ଜବତ ୬୮୦୦ କେଜି ମହୁଲ ପୋଚ ନଷ୍ଟ ୪ ଗିରଫ ଘସିପୁରା,୨୫ ଜାନୁଆରୀ(ହି.ସ.) ଅବ
ଅବକାରୀ ବିଭାଗର ଚଢାଉ ୩୨୯ଲିଟର ମହୁଲି ମଦ ଜବତ   ୬୮୦୦ କେଜି ମହୁଲ ପୋଚ ନଷ୍ଟ ୪ଗୀରଫ


ଅବକାରୀ ବିଭାଗର ଚଢାଉ ୩୨୯ଲିଟର ମହୁଲି ମଦ ଜବତ ୬୮୦୦ କେଜି ମହୁଲ ପୋଚ ନଷ୍ଟ ୪ ଗିରଫ

ଘସିପୁରା,୨୫ ଜାନୁଆରୀ(ହି.ସ.) ଅବକାରୀ ବିଭାଗର ଚଢାଉ ୩୨୯ଲିଟର ମହୁଲି ମଦ ଜବତ ୬୮୦୦ କେଜି ମହୁଲ ପୋଚ ନଷ୍ଟକରିବା ସହିତ ୪ ଜଣ କୁ ଗୀରଫ କରାଯାଇଥିବା ଜଣାପଡ଼ିଛି । ସୁଚନା ରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ଓସ୍ତପୁରା,ରଟୁଆ,ବରାଙ୍ଗ,ପଣ୍ଡୁଆ,ରାମଚନ୍ଦ୍ର ପୁର ଆଦିଗ୍ରାମରେ ଚୋରା ମହୁଲି ମଦ କାରବାର କରୁଥିବା ବେଳେ ଖବର ପାଇ ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗ୍ରାମରେ ଚଢାଉ କରି ୩୨୯ଲିଟର ମହୁଲି ମଦ ଜବତ କରିବା ସହିତ ୬୮୦୦ କେଜି ମହୁଲ ପୋଚ ନଷ୍ଟ କରିଥିବା ଜଣାଯାଇଛି ।। ଏହି ଚଢଉରେ ୪ଜଣ ଙ୍କୁ ଗୀରଫ କରିଥିବା ଜଣାପଡିଛି । ଏହି ଚଢଉରେ ପ୍ରଫୁଲ କୁମାର ମହାନ୍ତ,ନରେନ୍ଦ୍ର କୁମାର ପ୍ରଧାନ, ସଂଜବ ସେଠୀ . ସୁଶାନ୍ତ କୁମାର ରାଉତ, ଲକ୍ଷ୍ମଣ ମହାନ୍ତ ପ୍ରମୁଖ ସାମିଲ ଥିବା ଜଣାପତିଛି ।

ହିନ୍ଦୁସ୍ଥାନ ସମାଚାର ରତିକାନ୍ତ


 rajesh pande