ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ମଇ (ହି.ସ.)-ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋ
ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 23 ମଇ (ହି.ସ.)-ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ବିଶ୍ୱକୁ ଶାନ୍ତି ଓ ଅହିଂସାର ମାର୍ଗ ଦେଖାଉଥିବା ଭଗବାନ ବୁଦ୍ଧଙ୍କ ଜନ୍ମୋତ୍ସବ ‘ବୁଦ୍ଧ ପୂର୍ଣ୍ଣିମା’ର ଅନେକ ଶୁଭକାମନା । ଭଗବାନ ବୁଦ୍ଧଙ୍କ ଶିକ୍ଷା ଆମକୁ କରୁଣା, ପ୍ରେମ ଓ ଆତ୍ମଜ୍ଞାନର ମାର୍ଗକୁ ପ୍ରେରିତ କରୁଛି । ତାଙ୍କ ତ୍ୟାଗମୟ ଜୀବନ ଓ ମାନବତାବାଦୀ ବିଚାର ସମ୍ପୂର୍ଣ୍ଣ ଜଗତ ପାଇଁ ଯୁଗ ଯୁଗ ଯାଏ ପ୍ରେରଣାସ୍ରୋତ ହୋଇ ରହିବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande