ଆଜି ହରିୟାଣା ଓ ପଂଜାବରେ ପ୍ରଚାର କରିବେ ପିଏମ ମୋଦି
ନୂଆଦିଲ୍ଲୀ, 23 ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା ଓ ପଂଜାବରେ ନିର୍ବାଚନୀ ପ୍ରଚାର କରିବେ
ଆଜି ହରିୟାଣା ଓ ପଂଜାବରେ ପ୍ରଚାର କରିବେ ପିଏମ ମୋଦି


ନୂଆଦିଲ୍ଲୀ, 23 ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା ଓ ପଂଜାବରେ ନିର୍ବାଚନୀ ପ୍ରଚାର କରିବେ । ସେ ହରିୟାଣାରେ ଜନସଭାକୁ ସମ୍ବୋଧିତ କରିବେ । ଦ୍ୱିପ୍ରହର 2ଟା ବେଳେ ପିଏମ ମୋଦି ହରିୟାଣାର ଭିବାନୀ-ମହେନ୍ଦ୍ରଗଡ ସଂସଦୀୟ କ୍ଷେତ୍ରରେ ବିଜେପିର ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ପଂଜାବ ଗସ୍ତ କରି ପଟିଆଲାରେ ଜନସଭାକୁ ସମ୍ବୋଧିତ କରିବେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande